ଚନ୍ଦକା ଜଂଗଲରୁ ଧରା ହେଲା ଶିକାରୀ

ଚନ୍ଦକା ଜଂଗଲରୁ ଧରା ହେଲା ଶିକାରୀ

ଚନ୍ଦକା ଜଂଗଲରୁ ଧରା ହେଲା ଶିକାରୀ । ୧୦ କେଜି ହରିଣ ମାଂସ, ଛାଲ, ବନ୍ଧୁକ ଗୁଳି ସହ ୯ ଜଣ ଗିରଫ । ଆଜି ସକାଳେ ଚନ୍ଦକା ଥାନା ପୋଲିସ ଏକ ବିଶ୍ବସ୍ଥ ସୂତ୍ତରୁ ଖବର ପାଇ ଫିରିକି ନଳୀ ଗାଁର ଜଣେ ବନ୍ଧୁକ ବେପାରୀ ଘରେ ଚଢାଉ କରିଥିଲା । ବନ୍ଧୁକ ବେପାରୀ ନାଁ ହେଉଛି ଗେଡୁ ଓରଫ ଗଣ୍ଡ ହେମ୍ବ୍ରମ । ପୋଲିସ ତା ନିକଟରୁ ଏକ ଦେଶୀ ନଳୀ ବନ୍ଧୁକ ସହ କିଛି ଗୁଳି ବି ଜବତ କରିଥିଲା । ଏହା ସହ ୨ କେଜି ହରିଣ ମାଂସ ବି ଜବତ କରିଥିଲା । ଏହି ମାମଲାର ଅଧିକ ଖୋଳତାଡ ପରେ ଏକ ହରିଣ ଶିକାର ଖବର ମିଳିଥିଲା । ପୋଲିସ ବନ ବିଭାଗ ମିଶି ସହ ଅନ୍ୟ