ବଦଳିବ ପାଗ; ଅସମ୍ଭାଳ ହେବ ତାତି

ଏବର୍ଷ ତାତିରେ ଅସମ୍ଭାଳ ହେବେ ଲୋକ | ସ୍ବାଭାବିକଠାରୁ ଯଥେଷ୍ଟ ଅଧିକ ରହିବ ଗ୍ରୀଷ୍ମ ପ୍ରବାବ। ସିଜିନ ଆରମ୍ଭରୁ ଅସମ୍ଭାଳ ହେବ ତାତି। ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ହେବ ପାରଦ।