ଆଇପିଏଲ୍ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗସ୍ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି

ଆଇପିଏଲ୍ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗସ୍ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି

ଡ୍ରିମ୍ 11 ଆଇପିଏଲ୍ 2020 ର ଉଦ୍ଘାଟନୀ ମ୍ୟାଚରେ ମହେନ୍ଦ୍ର ସିଂ ଧୋନି ଚେନ୍ନାଇ ସୁପରକିଙ୍ଗ୍ସର ନେତୃତ୍ୱ ନେଇ ଅମ୍ବାତି ରାଇଡୁ ଏବଂ ଫାଫ୍ ଡୁ ପ୍ଲେସିସ୍ଙ୍କ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ସହିତ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ 5 ୱିକେଟ୍ରେ ପରାସ୍ତ କରିଛନ୍ତି।