ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ବନ୍ୟା ସ୍ଥିତିର ତଦାରଖ ପାଇଁ ବରିଷ୍ଠ ଅଧିକାରୀଙ୍କ ଦାଇତ୍ୱ

ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ବନ୍ୟା ସ୍ଥିତିର ତଦାରଖ ପାଇଁ ବରିଷ୍ଠ ଅଧିକାରୀଙ୍କ ଦାଇତ୍ୱ

ବନ୍ୟା ସ୍ଥିତିର ତଦାରଖ ପାଇଁ ବରିଷ୍ଠ ଅଧିକାରୀଙ୍କ ଦାଇତ୍ୱ। ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାଇତ୍ୱ। ଆଇ ଏ ଏସ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା, ଡି କେ ସିଂଙ୍କୁ କଟକ, ରାଜସ୍ବ ସଚିବ ବିଷ୍ଣୁ ପ୍ରସାଦ ସେଠୀଙ୍କୁ ଭଦ୍ରକ, ବିଶାଳ ଦେବଙ୍କୁ ବାଲେଶ୍ୱର, ବୀର ବିକ୍ରମ ଜାଦବଙ୍କୁ ଯାଜପୁର ଓ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଦାଇତ୍ୱ ଓ କେନ୍ଦ୍ରାଞ୍ଚଳ ଆର ଡି ସି ଙ୍କୁ ପୁରୀ ଦାଇତ୍ୱ। ସେମାନେ ଯଥାଶୀଘ୍ର ସମ୍ପୃକ୍ତ ଜିଲା ଗସ୍ତ କରିବାକୁ କୁହାଯାଇଛି।