ପୁରୀଘାଟ ଥାନା ର ଦ୍ବାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶନୀ।

ପୁରୀଘାଟ ଥାନା ର ଦ୍ବାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶନୀ।

ପୁରୀଘାଟ ଥାନା ର ଦ୍ବାରସ୍ଥ ହେଲେ ବର୍ଷା । ଗତକାଲି ଖାଇବା ଦେବା ସମୟରେ ଫୋଟୋ ଉଠାଇବା ଘଟଣା କୁ ନେଇ ଲିଖିତ ଅଭିଯୋଗ କରିଲେ ବର୍ଷା ।
ଏ ନେଇ ଏକ ଷ୍ଟେସନ୍ ଡାଇରୀ ରୁଜୁ ହୋଇଛି । ବର୍ଷା ଙ୍କ ସୁରକ୍ଷା ଲାଗି ଜଣେ ମହିଳା ପୋଲିସ କୁ ନିୟୋଜିତ କରାଯାଇଥିବା ସୂଚନା । କମିଶରେଟ୍ ପୋଲିସ ପକ୍ଷରୁ ସୂଚନା ।