ବାଲେଶ୍ୱର ତିର୍ତ୍ତଳ ରେ କଂଗ୍ରେସ ହାରିବା ପଛରେ କଂଗ୍ରେସ ହିଁ ଦାୟୀ।

ବାଲେଶ୍ୱର ତିର୍ତ୍ତଳ ରେ କଂଗ୍ରେସ ହାରିବା ପଛରେ କଂଗ୍ରେସ ହିଁ ଦାୟୀ।

ଭୁବନେଶ୍ୱର: ଦଳର କିଛି ନେତାଙ୍କ ଅନ୍ତର୍ଘାତି କାର୍ଯ୍ୟ ପାଇଁ ଆମେ ହରିଲୁ। ନେତାମାନେ ବାଲେଶ୍ୱରରେ ଠିକ ଭାବେ ପ୍ରଚାର କଲେନି। ଉପର ଠଉରିଆ ଭାବେ ପ୍ରଚାର କଲେ ହୋଟେଲ ରେ ଶୋଇଲେ। ତିର୍ତ୍ତଳ ରେ ଭଲ ଭୋଟ ପାଇଲୁ କିନ୍ତୁ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ ହଟାଇବା ପାଇଁ କିଛି କଂଗ୍ରେସ ନେତା ଚାହୁଁଥିଲେ। ସେଥିପାଇଁ ଆମେ ଅଳ୍ପ କାମ କଲୁ। ଅନ୍ୟ ମାନେ କାମ କଲେନି। ଉଭୟ ଜାଗାରେ ଅର୍ଥ ମୁଖ୍ୟ ଫାକ୍ଟର ହେଲା। ବିଜେପି ବିଜେଡି ପ୍ରବଳ ଅର୍ଥ ଖର୍ଚ୍ଚ କରିଛନ୍ତି। ହରିବାର ସମୀକ୍ଷା ହେବ କିନ୍ତୁ ଆକ୍ସନ ହେବନି ବୋଲି କହିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ବିଜେଡି ନିର୍ବାଚନ କୁ ଭଲ ଭାବେ ପରିଚାଳନା କରୁଛନ୍ତି। ସେଥିପାଇଁ ଜିତୁଛନ୍ତି। କହିଲେ ସୁର।