ରାଜଧାନୀରୁ ଧରାପଡିଲେ ୪ କୁଖ୍ଯାତ ଡକାୟତ

ରାଜଧାନୀରୁ ଧରାପଡିଲେ ୪ କୁଖ୍ଯାତ ଡକାୟତ

ରାଜଧାନୀରୁ ଧରାପଡିଲେ ୪ କୁଖ୍ଯାତ ଡକାୟତ ଟଙ୍କା, ପିସ୍ତଲ, ବାଇକ ଜବତ ବରମୁଣ୍ଡାରେ ବନ୍ଧୁକ ମୁନରେ ମହିଳାଙ୍କ ନିକଟରୁ ୯୪ ହଜାର ଲୁଟ ମାମଲାରେ ଥିଲେ ସମ୍ପୃକ୍ତ ବାଲିଅନ୍ତା, ଧଉଳୀ ଲୁଟ ମାମଲାରେ ମଧ୍ଯ ହାତ ଥିଲା । ଲୁଟେରା ମୁଖ୍ଯ ପାଟୁ ଖାଁ ସହିତ ତାର ତିନି ସହଯୋଗି କୁ ସ୍ପେଶାଲ ସ୍କ୍ବାଡ ସହାୟତାରେ କମିଶନରେଟ ପୋଲିସ କଲା ଗିରଫ।