କରୋନା ଭୟରେ ଶବ ନେଉନାହାନ୍ତି ସମ୍ପର୍କୀୟ

କରୋନା ଭୟରେ ଶବ ନେଉନାହାନ୍ତି ସମ୍ପର୍କୀୟ

ଜଳେଶ୍ବର: ଜଳେଶ୍ବର ମ୍ୟୁନସିପାଲଟି ୯ନଂ ୱାର୍ଡର ରାସ୍ତା କଡରେ ଏକ ଶବ ! କରନା ଭୟରେ ପରିବାର ଲୋକ ପରିଚୟ ଦେଉନାହାନ୍ତି ! ମୃତ ବ୍ୟକ୍ତି ର ନାମ ଜିତେନ ମିସ୍ତ୍ରୀ । ସେ ସ୍ଥାନୀୟ ଅଞ୍ଚଳରେ ପାଇଖାନା ସଫା କାମ କରୁଥିଲେ ।ମ୍ରୂତ୍ଯୂର କାରଣ ଅସ୍ପଷ୍ଟ ।