ରାଜଧାନୀରେ ନକଲି ଜର୍ଦ୍ଦା ଓ ସିଗାରେଟ୍ ଜବତ

ରାଜଧାନୀରେ ନକଲି ଜର୍ଦ୍ଦା ଓ ସିଗାରେଟ୍ ଜବତ

ଭୁବନେଶ୍ୱର : ରାଜଧାନୀ ଓ ଏହା ଆଖପାଖ ଅଂଚଳରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଓ ସିଗାରେଟ୍ ଜବତ । ପ୍ରାୟ ୨ କ୍ବିଣ୍ଟାଲରୁ ଅଧିକ ନାମୀଦାମୀ କଂପାନୀର ପାନ ମସଲା ଜବତ କଲା STF । ୨ ଗିରଫ । ଏହା ସହ ଗୋଦାମ ସିଲ କଲା STF ।