ବିଧାନସଭା ସମୁଖରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ବିଧାନସଭା ସମୁଖରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ବିଧାନସଭା ସମୁଖରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ. ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ. ନୟାଗଡ ଯଦୁପୂର ପରି ଘାଟଣାରେ , ନାବାଳିକାକୁ ନ୍ୟାୟ ନ ମିଳିବାରୁ ବାପା ମା ଆତ୍ମହତ୍ୟା କରିବାକୁ ଉଦ୍ୟମ କଲା ବେଳେ ପୋଲିସ ଉଦ୍ଧାର କରିଛି ଜୁଲାଇ ମାସରେ ନାବାଳିକା ଅପହରଣ ସହ ତାକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ବାପା ମା ଏହି ଘଟଣା କୁ ନେଇ ପୋଲିସ, ଥାନା, କୋର୍ଟ ବିଧାୟକ ଓ ମନ୍ତ୍ରୀଙ୍କ ଦ୍ୱାରସ୍ତ ହେବା ପରେ ବି ଝିଅକୁ ନ୍ୟାୟ ମିଳିଲାନି  କି ଅପରାଧୀକୁ ଧରାଗଲା ନାହିଁ ବାବୁଲି ନାୟକ ବୋଲି ଜଣେ ବ୍ୟକ୍ତିଙ୍କ ସମ୍ପର୍କ ଥିବା ବାପା ମା ଅଭିଯୋଗ କରିଛନ୍ତି