ରାଜ୍ୟରେ ଆଉ ୬୪୪ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୬୪୪ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୬୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ଅବଶିଷ୍ଟ ୨୭୫ଟି ହେଉଛନ୍ତି ଲୋକାଲ୍ କେସ୍ ‌। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଯାବତ୍‌ ରାଜ୍ୟରେ ସମୁଦାୟ  ୩୧୬୬୪୫  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦୮୧୦୨  ସୁସ୍ଥ ହୋଇସାରିଲେଣି । ଏହାବ୍ୟତୀତ ରାଜ୍ୟରେ ଏବେ ୬୭୮୬ ଆକ୍ଟିଭ କେସ୍‌ ରହିଛି ।