ଆସନ୍ତାକାଲି ମା ବିରଜା ଙ୍କ ରଥଯାତ୍ରା ପୂର୍ବରୁ ସରିଲା ସେବାୟତ ମାନଙ୍କ କୋବିଡ଼ ପରୀକ୍ଷା

ଆସନ୍ତାକାଲି ମା ବିରଜା ଙ୍କ ରଥଯାତ୍ରା ପୂର୍ବରୁ ସରିଲା ସେବାୟତ ମାନଙ୍କ କୋବିଡ଼ ପରୀକ୍ଷା

ଯାଜପୁର: ଆସନ୍ତାକାଲି ମା ବିରଜା ଙ୍କ ରଥଯାତ୍ରା ପୂର୍ବରୁ ସରିଲା ସେବାୟତ ମାନଙ୍କ କୋବିଡ଼ ପରୀକ୍ଷା, ମୋଟ 177 ଜଣଙ୍କ ମଧ୍ୟରୁ 5 ଜଣ ସେବାୟତ ଙ୍କ ଦେହ ରେ କୋରୋନା ଭୁତାଣୁ ଠାବ,ସେମାନଙ୍କୁ ରଥଯାତ୍ରା ପ୍ରକ୍ରିୟା ରୁ ବାଦ ଦେବାକୁ ମନ୍ଦିର ପ୍ରଶାସନ ର ନିଷ୍ପତ୍ତି।