କୋଭିଡ୍ ନିୟମ ଉଲଂଘନ କୋରି ଜନ୍ମଦିନ ପାର୍ଟି ମହଙ୍ଗା ପଡିଲା, ସିଲ୍ ହେଲା ବାର୍

କୋଭିଡ୍ ନିୟମ ଉଲଂଘନ କୋରି ଜନ୍ମଦିନ ପାର୍ଟି ମହଙ୍ଗା ପଡିଲା, ସିଲ୍ ହେଲା ବାର୍

ଭୁବନେଶ୍ୱର: ରାଜଧାନୀରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍ ହେଲା ବାର୍ । ଭୁବନେଶ୍ବର ଇନଫୋସିଟି ଅଞ୍ଚଳରେ ଥିବା ଇକୋସ୍ ବାରକୁ ଚଢାଉ କରି ସିଲ୍ କରିଛି ପୋଲିସ ।

ତେବେ କୋଭିଡ୍ ନିୟମ ଉଲ୍ଲଂଘନ କରି ବାରର ଜନ୍ମଦିନ ପାର୍ଟି ହେଉଥିଲା । ନିୟମ ଉଲ୍ଲଂଘନ ଅଭିଯୋଗରେ ସମ୍ପୃକ୍ତ ବାରକୁ ସିଲ୍ କରିଛି ପୋଲିସ ।