ବଲାଙ୍ଗିର ଏସ.ପି. ଅଫିସର କୋଭିଡ କଣ୍ଟ୍ରୋଲରୁମ ଇନଚାର୍ଜ ବିଜୟାନନ୍ଦ କରକରାଙ୍କ ପରଲୋକ

ବଲାଙ୍ଗିର ଏସ.ପି. ଅଫିସର କୋଭିଡ କଣ୍ଟ୍ରୋଲରୁମ ଇନଚାର୍ଜ ବିଜୟାନନ୍ଦ କରକରାଙ୍କ ପରଲୋକ

ବଲାଙ୍ଗିର:  ବଲାଙ୍ଗିର ଏସ.ପି. ଅଫିସର କୋଭିଡ କଣ୍ଟ୍ରୋଲରୁମ ଇନଚାର୍ଜ ବିଜୟାନନ୍ଦ କରକରାଙ୍କ ପରଲୋକ । ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସମୟରେ ପରଲୋକ ହୋଇଥିବା ସୂଚନା ।