ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସକୁ ସିଲ

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସକୁ ସିଲ

ଭୁବନେଶ୍ୱର: ସିଲ୍ ହେଲା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସକୁ ସିଲ କରିଦିଆଯାଇଛି । ବିଏମସି ତାଙ୍କର ପଳାସପଲ୍ଲୀ ସ୍ଥିତ ଅଫିସକୁ ସିଲ କରିଛି । କରୋନା କଟକଣାକୁ ଉଲ୍ଲଙ୍ଘନ କରି ଜନ୍ମଦିନ ପାଳନ କରିଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏ ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା ।