ରାଜ୍ୟରେ ୧୦ ହଜାର ତଳକୁ ଖସିଲା କୋରୋନା ଆକ୍ରାନ୍ତ ସଂଖ୍ୟା

ରାଜ୍ୟରେ ୧୦ ହଜାର ତଳକୁ ଖସିଲା କୋରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୯ ହଜାର ୭୯୩ କୋରୋନା ଆକ୍ରାନ୍ତ ଚିହ୍ନଟ, ୯,୭୦୬ ସୁସ୍ଥ । ସଂଗରୋଧରୁ ୫ ହଜାର ୫୩୪ ଓ ସ୍ଥାନୀୟ ଅଞ୍ଚଳରୁ ୪ ହଜାର ୨୫୯ ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧାରୁ ସର୍ବାଧିକ ୧୫୧୧ ଆକ୍ରାନ୍ତ ଚିହ୍ନଟ ।