ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ପାଇଁ ଥିବା କଟକଣା କୁ ଉଠେଇ ନିଆ ଯାଇଛି

ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ପାଇଁ ଥିବା କଟକଣା କୁ ଉଠେଇ ନିଆ ଯାଇଛି

ପୁରୀ: କୋଭିଡ ସମ୍ପର୍କୀୟ ସୂଚନା ପୁରୀଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ପାଇଁ ଥିବା କଟକଣା କୁ ଉଠେଇ ନିଆ ଯାଇଛି I
କୋଭିଡ ନିୟମ ପାଳନ କରିବା ଅନିବାର୍ଯ୍ୟ ରହିବ I କରୋନା ରେ ମୃତ୍ୟୁ ହୋଇଥିଲେ କିନ୍ତୁ କଟକଣା ବଳବତ୍ତର ରହିବ I