କରୋନାରେ CRPF DIG ସୁନିଲ କୁମାର ପାର୍ଥଙ୍କ ପରଲୋକ

କରୋନାରେ CRPF DIG ସୁନିଲ କୁମାର ପାର୍ଥଙ୍କ ପରଲୋକ

ଭୁବେନଶ୍ୱର, ।୫: ରାଜ୍ୟରେ ସଂକ୍ରମଣ ବଢିଚାଲିଥିବା ବେଳେ ଆଜି କରୋନାରେ CRPF DIG ସୁନିଲ କୁମାର ପାର୍ଥ ପ୍ରାଣ ହରାଇଛନ୍ତି କରୋନା ସହ ସଂଘର୍ଷ କରି ଶେଷରେ ଆଖି ବୁଜିଛନ୍ତି ସୁନିଲ ତାଙ୍କର କାର୍ଯ୍ୟକାଳ ମଧ୍ୟରେ , ସେ ବିଭିନ୍ନ ରେଜିମଣ୍ଟାଲ୍ ଅନୁଷ୍ଠାନ ତଥା ମାନବିକ ଜୀବନଶୈଳୀର ସ୍ମରଣୀୟ ପରିବତ୍ତର୍ନ ପାଇଁ ଆନ୍ତରିକ ଉଦ୍ୟମ କରିଥିଲେ ସେ ଜଣେ ମହାନ ଲିଡର ତଥା ସମସ୍ତ ପଦବୀ ପାଇଁ ପ୍ରେରଣା ଉତ୍ସ ବୋଲି ଭୁବେନଶ୍ୱରର ସିଆରପିଏଫ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି