ଯୁକ୍ତ ତିନି ରେ ସ୍ପଟ୍ ନାମଲେଖା ପାଇଁ ଘୋଷଣା ହେଲା ତାରିଖ।

ଯୁକ୍ତ ତିନି ରେ ସ୍ପଟ୍ ନାମଲେଖା ପାଇଁ ଘୋଷଣା ହେଲା ତାରିଖ।

ଯୁକ୍ତ ତିନି ରେ ସ୍ପଟ୍ ନାମଲେଖା ପାଇଁ ଘୋଷଣା ହେଲା ତାରିଖ। ବଳକା ସିଟ୍ ପୂରଣ ପାଇଁ ହେବ ସ୍ପଟ୍ ନାମଲେଖା। ଆସନ୍ତା ୯ ତାରିଖ ରେ ଓ୍ବେବସାଇଟ ରେ ପ୍ରକାଶ ପାଇବ ବଳକା ସିଟ୍ ସଂଖ୍ୟା। ଏଥିପାଇଁ ୧୦ରୁ ୧୩ ତାରିଖ ମଧ୍ୟରେ ଆବେଦନ ଗ୍ରହଣ କରାଯିବ । ୧୭ ତାରିଖ ରେ ମନୋନୀତ ଛାତ୍ରଛାତ୍ରୀ ମାନଙ୍କ ତାଲିକା ଆବେଦନ କରିଥିବା କଲେଜ ନୋଟିସ ବୋର୍ଡରେ ପ୍ରକାଶ ପାଇବ।