ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ବୋହୂର ରହିବାର ଅଧିକାର ଶାଶୂଘରେବି ଅଛି

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ବୋହୂର ରହିବାର ଅଧିକାର ଶାଶୂଘରେବି ଅଛି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ରାୟ ଶୁଣାଇଛନ୍ତି । ଆଜି ସୁପ୍ରିମକୋର୍ଟ ଘରୋଇ ହିଂସାକୁ ଅଧିନିୟମକୁ ନେଇ କହିଛନ୍ତି ଯେ, ‘ ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ବୋହୂର ରହିବାର ଅଧିକାର ଶାଶୂଘରେବି ଅଛି ।

ପୂର୍ବରୁ ତରୁଣ ବତ୍ରା ମାମଲାରେ ଦୁଇଜଣ ବିଚାରପତି ଏକ ବେଞ୍ଚରେ କହିଥିଲେ ଯେ, ବୋହୂମାନେ ସ୍ୱାମୀଙ୍କ ପିତାମାତାଙ୍କର ସମ୍ପତ୍ତିରେ ରହିପାରିବେ ନାହିଁ । କିନ୍ତୁ ଆଜି ୩ ଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି କରି ତରୁଣ ବତ୍ରାଙ୍କ କେସକୁ ବଦଳାଇଦେଇଛନ୍ତି ।