ରାସ୍ତା ବୁଡାଇଲା ଦୟାନଦୀର ବନ୍ୟା ପାଣି

ରାସ୍ତା ବୁଡାଇଲା ଦୟାନଦୀର ବନ୍ୟା ପାଣି

ପିପିଲି : ରାସ୍ତା ବୁଡାଇଲା ଦୟାନଦୀର ବନ୍ୟା ପାଣି । ପିପିଲି-ଜଟଣୀ ମୁଖ୍ୟ ରାସ୍ତା ଉପରେ ବନ୍ୟାଜଳ । କଣ୍ଟିଛକ ଠାରେ ୩ଫୁଟ୍ ଉଚ୍ଚର ବନ୍ୟା ପାଣି ପ୍ରବାହିତ । ବନ୍ୟା ପାଣି ପ୍ରବାହିତ ଯୋଗୁଁ ଯାତାୟାତ ପ୍ରଭାବିତ ।