ଇଡିକୁ ସମୟ ମାଗିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ

ଡିକୁ ଜବାବ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ୮ ଥର ସମନ ହେବା ପରେ ଆଜି ମୁହଁ ଖୋଲିଛନ୍ତି କେଜରିଓ୍ବାଲ। ଇଡିର ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଇଡିକୁ ସମୟ ମାଗିଛନ୍ତି ଅରବିନ୍ଦ କେଜରିଓ୍ବାଲ। ମାର୍ଚ୍ଚ ୧୨ ତାରିଖ ପରେ ଇଡିର ଜବାବ ଦେବାକୁ କହିଛନ୍ତି କେଜରିଓ୍ବାଲ।