ଓଡିଶାରେ ପ୍ରଥମ ଡେଲଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ

ଓଡିଶାରେ ପ୍ରଥମ ଡେଲଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଡେଲ୍‌ଟା ପ୍ଲସ ଭେରିଆଣ୍ଟ ଚିହ୍ନଟ । ଦେଶରେ ଚିହ୍ନଟ ୪୮ ବେରିଆଣ୍ଟରୁ ଓଡ଼ିଶାରେ ଗୋଟିଏ ଚିହ୍ନଟ । ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ନେଇ ସୂଚନା ଦେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା । ମହାରାଷ୍ଟ୍ରରେ ସର୍ବାଧିକ ୨୦ ଚିହ୍ନଟ ।