ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଆଜି ଭସାଣି

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଆଜି ଭସାଣି

ଢେଙ୍କାନାଳ : ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଆଜି ଭସାଣି, ଦୀର୍ଘ ଏଗାର ଦିନ ପୂଜା ପାଇବା ପରେ ଆଜି ମାଆଙ୍କୁ ମେଲାଣି ଦିଆଯିବ, କୋଭିଡ ନିୟମ ଅନୁଯାୟୀ ନିରାଡମ୍ବରରେ ମାଆଙ୍କୁ ବିଦାୟ ଦିଆଯିବ, ଆଜି ୩୭ ଗୋଟି ପୂଜା ମଣ୍ଡପରେ ଭସାଣି କରାଯିବ