ଅନଲକ ୬ ଲାଗୁ ହେବା ପରେ ଶ୍ରୀମନ୍ଦିର ଖୋଲିବା ନେଇ ଚର୍ଚ୍ଚା

ଅନଲକ ୬ ଲାଗୁ ହେବା ପରେ ଶ୍ରୀମନ୍ଦିର ଖୋଲିବା ନେଇ ଚର୍ଚ୍ଚା

ଅନଲକ ୬ ଲାଗୁ ହେବା ପରେ ଶ୍ରୀମନ୍ଦିର ଖୋଲିବା ନେଇ ଚର୍ଚ୍ଚା, ପ୍ରଶାସନ ଆବଶ୍ୟକ ଗାଇଡଲାଇନ ଅନୁସାରେ ଶ୍ରୀମନ୍ଦିର ଖୋଲିଲେ କରାଯିବ ସ୍ୱାଗତ, ଧିରେଧିରେ ଫେରୁଛି କରୋନା, କରୋନାର ଦ୍ୱିତୀୟ ୱଭ୍ ଆଣିପାରେ ବିପଦ, ସାଧାରଣ ଦର୍ଶନ ଆରମ୍ଭ ହେଲେ ସେବାୟତ ସଂକ୍ରମିତ ହେବାର ରହିଛି ଆଶଙ୍କା, ସେବାୟତ ସଂକ୍ରମିତ ହୋଇ ମହାପ୍ରଭୁଙ୍କ ନିତି ବନ୍ଦ ହେଲେ ଦେଖାଯିବ ବଡ ସଂକଟ, ଥରେ ନିତି ବନ୍ଦ ହେଲେ ବାରବର୍ଷ ପର୍ଯ୍ୟନ୍ତ ନିତି ବନ୍ଦ ରହିବ, କହିଲେ ଦଇତାପତି ନିଯୋଗର ସଂପାଦକ ଦୁର୍ଗା ଦାସମହାପାତ୍ର ।