ଆସନ୍ତା ୧୮ରୁ ଆରମ୍ଭ ହେବ DL/LL ଟେଷ୍ଟ

ଆସନ୍ତା ୧୮ରୁ ଆରମ୍ଭ ହେବ DL/LL ଟେଷ୍ଟ

ରାଜ୍ୟରେ ସେପ୍ଟେମ୍ୱର ୧୮ରୁ ରାଜ୍ୟରେ ପୁଣି ଥରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଦକ୍ଷତା ଟେଷ୍ଟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟିଂ ପାଇଁ ୧୪ ତାରିଖ ଦିନ ୧୧ଟାରୁ  ସ୍ଲଟ ବୁକିଂ ଆରମ୍ଭ ହେବ।ପରେ ପ୍ରତିଦିନ ସକାଳ ୭ରୁ ୧୦ଟା ଯାଏଁ ହେବ ସ୍ଲଟ ବୁକିଂ ହେବ। ରାଜ୍ୟରେ ମହାମାରି କରୋନା ପାଇଁ ବନ୍ଦ ଥିଲା DL/LL ଟେଷ୍ଟ। ମାସ୍କ ପିନ୍ଧି ଓ ସାମାଜିକ ଦୂରତ୍ୱ ମାନି ଟେଷ୍ଟିଂ କେନ୍ଦ୍ରକୁ ଆବେଦନକାରୀ ଆସିବା ପାଇଁ କୁହାଯାଇଛି।