ମହାନଦୀରୁ ଅମ୍ଲାନଙ୍କ ପନ୍ତ୍ରୀ ଉଦ୍ଧାର ପ୍ରସଙ୍ଗ

ମହାନଦୀରୁ ଅମ୍ଲାନଙ୍କ ପନ୍ତ୍ରୀ ଉଦ୍ଧାର ପ୍ରସଙ୍ଗ

ମହାନଦୀରୁ ଅମ୍ଲାନଙ୍କ ପନ୍ତ୍ରୀ ଉଦ୍ଧାର ପ୍ରସଙ୍ଗ । ପନ୍ତ୍ରୀ ଭୂମିକା ଦାସ ଘଟଣା ସଂମ୍ପର୍କରେ ମୁହଁ ଖୋଲିଲେ । ଘରେ ଦୀପାବଳୀ ପୂଜା ଥିଲା । ସେଥିପାଇଁ ଉପବାସ ରହିଥିଲି । ୱିକ ଲାଗୁଥିବାରୁ ନଦୀକୁ ପୂଜା ସାମଗ୍ରୀ ପକାଇବା ବେଳେ ମୁଣ୍ଡ ବୁଲାଇଥିଲା । ଏହି ଘଟଣାକୁ ନେଇ ମୋ ପାରିବାର ଓ ସ୍ୱାମୀଙ୍କୁ ବଦନାମ କରାଯାଉଛି । ଦୟାକରୀ ଫେକ ନ୍ୟୁଜ ସ୍ପ୍ରେଡ କରନ୍ତୁ ନାହିଁ ବୋଲି କହିଲେ – ଭୂମିକା ।