ୟୁକୋ ବ୍ୟାଙ୍କ ରୁ ଟଙ୍କା ଓ ସୁନା ଲୁଟି ନେଲେ ଡୁର୍ବୁର୍ତ

ୟୁକୋ ବ୍ୟାଙ୍କ ରୁ ଟଙ୍କା ଓ ସୁନା ଲୁଟି ନେଲେ ଡୁର୍ବୁର୍ତ

ଜଳେଶ୍ଵର: ଭୋଗରାଇ ଥାନା ଚୌକି ଠାରେ ଥିବା ୟୁକୋ ବ୍ୟାଙ୍କ ରୁ ଟଙ୍କା ଓ ସୁନା ଲୁଟି ନେଲେ ଡୁର୍ବୁର୍ତ । ପାଞ୍ଚରୁ ଅଧିକ ଡକାୟତ ବ୍ୟାଙ୍କ ରେ ହାତ ବୋମା ରଖି ମୁହଁରେ ରୁମାଲ ବାନ୍ଧି ପସି ଥିଲେ । କୋଡ଼ିଏ ଲକ୍ଷ ରୁ ଅଧିକ ନଗଦ ଟଙ୍କା ଓ ସୁନା ଲୁଟ ହୋଇ ଥିବା ସୂଚନା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।