ଆଇଟି, ଆଇଟିଏସ୍ ପାଇଁ କମିଶନର୍ ପୋଲିସ୍ ଇ-ଅନୁମତି ବ୍ୟବସ୍ଥା ଆରମ୍ଭ କରିଛି

ଆଇଟି, ଆଇଟିଏସ୍ ପାଇଁ କମିଶନର୍ ପୋଲିସ୍ ଇ-ଅନୁମତି ବ୍ୟବସ୍ଥା ଆରମ୍ଭ କରିଛି

ଭୁବନେଶ୍ବର : ଟ୍ୱିନ୍ ସିଟି ପାଇଁ ପୋଲିସର ନୂଆ ଗାଇଡଲାଇନ୍ । ଏଣିକି ଆଇଟି ଓ ଏ ସଂପର୍କୀତ କଂପାନୀ ଇ ପାସ୍ ନେଇ ଯାତାୟାତ କରି ପାରିବେ । ଅନ୍ ଲାଇନ ଯୋଗେ ପାସ୍ କାଢି ନିଜ କର୍ମଚାରୀଙ୍କ ଆଇ କାର୍ଡ ସହ ବ୍ୟବହାର କରିପାରିବେ । ଏ ନେଇ ଡିସିପିଙ୍କ ପାଖରେ ତଥ୍ୟ ରଖିବେ ।

ଏହି ଇ-ଅନୁମତି ୱେବସାଇଟ୍ https://cp.erp.quocent.com/