ଆସନ୍ତା ୧୪ ତାରିଖ ରେ ରଜ୍ୟ ରେ ପାଳନ ହେବ ଇଦ

ଆସନ୍ତା ୧୪ ତାରିଖ ରେ ରଜ୍ୟ ରେ ପାଳନ ହେବ ଇଦ

ଭୁବନେଶ୍ୱର : ଅନଜୁମନ ଇସଲମିଆ ହେଲେସୁନତ ଓ ଜାମ୍ମତ ପକ୍ଷରୁ ହେଲା ଘୋଷଣା । ଗଠିତ ଚାନ୍ଦ କମିଟି ଆଜି କେଉଁଠି ଚାନ୍ଦ ଦେଖା ଯାଇ ନଥିବାରୁ ଆସନ୍ତା ୧୪ ତାରିଖ ରେ ଇଦୁଲ ଫିତର ପର୍ବ ପାଳନ ହେବ ।