ଭାଙ୍ଗିଲା ଜବରଦଖଲ ସାଇ ମନ୍ଦିର ପାଚେରୀ

ଭାଙ୍ଗିଲା ଜବରଦଖଲ ସାଇ ମନ୍ଦିର ପାଚେରୀ

ଭୁବନେଶ୍ୱର : ଭୁବନେଶ୍ୱର ଇନଫୋସିଟି ଅଂଚଳରେ ଥିବା ସାଇ ମନ୍ଦିର ପାଚେରୀ କୁ ଭାଙ୍ଗିଛି ବିଡ଼ିଏ। ସରକାରୀ ଜମି ଜବରଦଖଲ ହୋଇ ଏହି ପାଚେରୀ ନିର୍ମାଣ ହୋଇଥିଲା। ଆଜି ବିଡ଼ିଏ ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଉଚ୍ଛେଦ କରାଯାଉଛି।