ବଢିଲା ଯୁକ୍ତ 2 ନାମଲେଖା ଶେଷ ତାରିଖ।

ବଢିଲା ଯୁକ୍ତ 2 ନାମଲେଖା ଶେଷ ତାରିଖ।

ବଢିଲା ଯୁକ୍ତ 2 ନାମଲେଖା ଶେଷ ତାରିଖ। ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ବଢିଲା ନାମ ଲେଖା ତାରିଖ। 4 ତାରିଖ ପର୍ଯ୍ୟନ୍ତ ଥିଲା ଆବେଦନର ଶେଷ ତାରିଖ । ବନ୍ୟା ପରିସ୍ଥିତିକୁ ଆଖିରେ ରଖି ଗଣଶିକ୍ଷା ବିଭାଗର ଏପରି ନିଷ୍ପତି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ 2 କଳା ପରୀକ୍ଷା ଫଳ ।
ସେପ୍ଟେମ୍ବର 21 ତାରିଖରେ ସ୍କୁଲ ଖୋଲିବା ନିଷ୍ପତିକୁ ପାଳନ କରିବ ନାହିଁ ରାଜ୍ୟ ଗଣଶିକ୍ଷା ବିଭାଗ । ପୂଜା ଛୁଟି ପରେ ସ୍କୁଲ ଖୋଲିବା ନିଷ୍ପତିରେ ଅଟଳ ରାଜ୍ୟ ସରକାର । ସେପ୍ଟେମ୍ବର 21 ତାରିଖରୁ ନବମ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଆସି ନିଜର ପାଠ୍ୟ ଜନିତ ଥିବା ଡାଉଟ କ୍ଲିଅର କରିବା ପାଇଁ ସ୍କୁଲ ଖୋଲିବା ସହ 50 ପ୍ରତିଶତ ଶିକ୍ଷକ ଉପସ୍ଥିତ ରହିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ ।