ଆଜି କାର୍ତିକ ମାସର ପ୍ରଥମ ସୋମବାର

ଆଜି କାର୍ତିକ ମାସର ପ୍ରଥମ ସୋମବାର

ଜିଲ୍ଲାର ସମସ୍ତ ଧାର୍ମିକ ସ୍ଥଳୀ ମନ୍ଦିର ଆଂଶିକ ଭାବରେ ଖୋଲା ଯାଇଛି l ସାମାଜିକ କଟକଣା ଭିତରେ ଶ୍ରଦ୍ଧାଳୁ ମନ୍ଦିର ଭିତରେ ଦେବ ଦେବୀଙ୍କୁ ପୂଜା ଅର୍ଚନା କରିଥିବା ଦେଖିବାକୁ ମିଳିଛି l ଶୃଙ୍ଖଳିତ ଭାବରେ ଶ୍ରଦ୍ଧାଳୁ ମାନେ ମାସ୍କ ବ୍ୟବହାର କରିବା ସହ ମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ ସାନିଟାଇଜର ବ୍ୟବହାର କରାଯାଉଛି l ମନ୍ଦିର କମିଟି ଗୁରୁତ୍ୱ ସହ ପରିଚାଳନା କରିଥିବା ଦେଖିବାକୁ ମିଳିଛି l