ଯାଜପୁରରେ ବନ୍ୟା ପରିସ୍ଥିତି – ସମୀକ୍ଷା କଲେ ବିଧାୟକ ବବି ଦାସ

ଯାଜପୁରରେ ବନ୍ୟା ପରିସ୍ଥିତି – ସମୀକ୍ଷା କଲେ ବିଧାୟକ ବବି ଦାସ

ଲଗାଣ ବର୍ଷାରେ ଉବୁଟୁବୁ ହୋଇଛି ଯାଜପୁର। କ୍ରମାଗତ ବର୍ଷାରେ ଯାଜପୁର ର ବିଭିନ୍ନ ଅଞ୍ଚଳ ଜଳବନ୍ଦି ହୋଇଛି। ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯାଜପୁରର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଯାଜପୁର ଜିଲ୍ଲାର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛିନ୍ତି।