ମାଗଣାରେ ମିଳିବ ରାସନ

ମାଗଣାରେ ମିଳିବ ରାସନ

ନୂଆଦିଲ୍ଲୀ : ୨ ମାସ ମାଗଣାରେ ମିଳିବ ରାସନ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନୁସାରେ ୨ ମାସ ଦେଶର ଜନତାଙ୍କୁ ମାଗଣା ରାସନ ଦିଆଯିବ । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି । ମେ’ ଏବଂ ଜୁନ୍ ଦୁଇ ମାସ ପ୍ରତି ଲୋକଙ୍କୁ ୫ କେଜି ଲେଖାଏଁ ମାଗଣାରେ ରାସନ ମିଳିବ । ଏହି ଯୋଜନା ୮୦ କୋଟି ଲୋକଙ୍କୁ ମିଳିବ ମାଗଣାରେ ରାସନ । ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୨୬ ହଜାର କୋଟି ଖର୍ଚ୍ଚ କରାଯିବ । କରୋନା ଲାଗି ଦେଶର ଜନ ସାଧାରଣଙ୍କ ଏଭଳି ନଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ।