ଭିଜିଲାନ୍ସ ଜାଲରେ ବନ ବିଭାଗର ଅତିରିକ୍ତ ପିସିସିଏଫ

ଭିଜିଲାନ୍ସ ଜାଲରେ ବନ ବିଭାଗର ଅତିରିକ୍ତ ପିସିସିଏଫ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବନ ବିଭାଗର ଅତିରିକ୍ତ ପିସିସିଏଫ ଅତିରିକ୍ତ ପିସିସିଏଫ । ଅଭୟ କାନ୍ତ ପାଠକଙ୍କ ଘରେ ଖୋର୍ଦ୍ଧା ଭିଜିଲାନ୍ସ ର ଚଢ଼ାଉ।ଆୟରୁ ଅଧିକ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ। ଭୁବନେଶ୍ୱରର ୫ ପୁନେ ଓ ମୁମ୍ବାଇରେ ଚଢ଼ାଉ ଭିଜିଲାନ୍ସ କଟକ ସେଲ ପକ୍ଷରୁ ଚଢାଉ ଜାରି। ୧୫୦ ଜଣ ଅଧିକାରୀ ଚଢାଉରେ ସାମିଲ । ବିହାର, ଉଦୟ ପୁର, ରାଜସ୍ଥାନରେ ବି ଚଢାଉ ଚାଲିଥିବା ସୂଚନା ।