ରାଜ୍ୟରେ ଗଞ୍ଜେଇ ଜବତରେ ପୋଲିସକୁ ସଫଳତା

ରାଜ୍ୟରେ ଗଞ୍ଜେଇ ଜବତରେ ପୋଲିସକୁ ସଫଳତା

ଭୁବନେଶ୍ୱର: କୋରାପୁଟରୁ ସର୍ବାଧିକ ୪୧୩ କ୍ବିଣ୍ଟାଲ ଗଞ୍ଜେଇ ଜବତ । ମାଲକାନଗିରିରୁ ୨୪୦ ଓ ଗଜପତିରୁ ୧୨୬ କେଜି ଗଞ୍ଜେଇ ଜବତ । ଗଞ୍ଜେଇ କାରବାରରେ ଅର୍ଥନୈତିକ କାରବରକୁ ଗୁରୁତ୍ବ ଦିଆଯାଉଛି । ରାଜ୍ୟରେ ଗଞ୍ଜେଇ ଜବତରେ ପୋଲିସକୁ ସଫଳତା । ପୋଲିସ ଡିଜି ଅଭୟ ଦେଲେ ସୂଚନା । ଗତ ୧୦ ବର୍ଷରେ ପ୍ରତି ବର୍ଷ ପ୍ରାୟ ୩୧୨ କ୍ବିଣ୍ଟାଲ ଗଞ୍ଜେଇ ଜବତ ହେଉଥିଲା । ଗତ ୫ ବର୍ଷରେ ପ୍ରତି ବର୍ଷ ପ୍ରାୟ ୪୧୪ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଛି ।
ଚଳିତବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ୧୦୫୪ କ୍ବିଣ୍ଟାଲ ଜବତ ହୋଇଛି ।