ଖଣ୍ଡଗିରି ନିକଟରୁ ସାଢ଼େ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ !

ଖଣ୍ଡଗିରି ନିକଟରୁ ସାଢ଼େ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ !

ଖଣ୍ଡଗିରି ନିକଟରୁ ସାଢ଼େ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ।  ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା । ପରିବା ବୋଝେଇ ଟ୍ରକରେ ହେଉଥିଲା ଗଞ୍ଜେଇ ଚାଲାଣ । ଆନ୍ଧ୍ରାରୁ ବିହାର ଅଭିମୁଖେ ଯାଉଥିଲା ଚାଲାଣ, ଖଣ୍ଡଗିରି ନିକଟରେ ଟ୍ରକ୍ ଅଟକ, ପୋଲିସ୍ ତଦନ୍ତ ଜାରି ।