ଘରେ ରହି ପାଠ ପଢ଼ାଇବେ ଦିବ୍ୟାଙ୍ଗ ଅଧ୍ୟାପକ

ଘରେ ରହି ପାଠ ପଢ଼ାଇବେ ଦିବ୍ୟାଙ୍ଗ ଅଧ୍ୟାପକ

ଘରେ ରହି ପାଠ ପଢ଼ାଇବେ ଦିବ୍ୟାଙ୍ଗ ଅଧ୍ୟାପକ ଏବେକାର ମହାମାରୀ କଟକଣା ସମୟରେ କଲେଜ କୁ ନ ଆସି ଅନଲାଇନରେ ଘରେ ରହି ପାଠ ପଢାଇବେ । କଟକଣା ସମୟରେ କଲେଜକୁ ଆସିବା ଆବଶ୍ୟକତା ନାହିଁ । ସମସ୍ତ ଡିଗ୍ରୀ କଲେଜ ଅଧ୍ୟାପକଙ୍କୁ ରାଜ୍ୟର  ସଚିବଙ୍କ ଚିଠି ।