ଅଷ୍ଟ୍ରେଲିଆ ଗସ୍ତରେ ସାମିଲ ହେଲେ ହିଟ୍‌ ମ୍ୟାନ୍ ରୋହିତ ଶର୍ମା

ଅଷ୍ଟ୍ରେଲିଆ ଗସ୍ତରେ ସାମିଲ ହେଲେ ହିଟ୍‌ ମ୍ୟାନ୍ ରୋହିତ ଶର୍ମା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଖେଳିବେ ରୋହିତ। ଦିନିକିଆ ଓ ଟି-୨୦ ସିରିଜ୍‌ରେ ବିଶ୍ରାମ ନେବେ। ଦିନିକିଆ ଦଳରେ ସାମିଲ ହେଲେ ଅତିରିକ୍ତ ୱିକେଟ କିପର ଭାବେ ସଞ୍ଜୁ ସାମ୍‌ସନ। ପ୍ରଥମ ଟେଷ୍ଟ ପରେ ଭାରତ ଫେରିବେ ବିରାଟ କୋହଲି। ତେବେ ବିରାଟ କୋହଲିଙ୍କୁ ପିତୃତ୍ୱ ଛୁଟି ମଞ୍ଜୁର କରିଛି ବିସିସିଆଇ ।