ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜିି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ବୋଲି ଘୋଷଣା କରିଛନ୍ତି । ସେ ଅପରାହ୍ଣ ୪ଟୀ ସମୟରେ ଲୋକଙ୍କୁ ସମ୍ବୋଧନ କରିବେ । ସେ ଏଥିରେ କରୋନା ସ୍ଥିତ, ପାର୍ବଣ ଋତୁ ସମୟରେ ଲୋକଙ୍କ ଉଦେଶ୍ୟରେ କିଛି ବାର୍ତ୍ତା ଦେବେ ବୋଲି ଆଶା କରାଯାଉଛି ।