ଓଡ଼ିଶାରୁ ଆଜି ୧୧, ୯୫୪ ସୁସ୍ଥ

ଓଡ଼ିଶାରୁ ଆଜି ୧୧, ୯୫୪ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର ରାଜ୍ୟରେ ଆଉ ୧୧ ହଜାର ୯୫୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି