ସମ୍ବଲପୁର ରାସ୍ତା କଡ଼ରୁ ମଣିଷ କଙ୍କାଳ ଉଦ୍ଧାର

ସମ୍ବଲପୁର ରାସ୍ତା କଡ଼ରୁ ମଣିଷ କଙ୍କାଳ ଉଦ୍ଧାର

ସୁବର୍ଣ୍ଣପୁର: ସମ୍ବଲପୁର ରାସ୍ତା କଡ଼ରୁ ମଣିଷ କଙ୍କାଳ ଉଦ୍ଧାର । ଉଲୁଣ୍ଡା ବ୍ଲକ ଅଁଳାଛାଟ-ମାଟୁପାଲି ରାସ୍ତା କଡ଼ ଜଙ୍ଗଲରୁ ଉଦ୍ଧାର । କଳା ପଲିଥିନରେ ଭର୍ତ୍ତିକରି ଫୋପଡ଼ା ଯାଇଛି । ହତ୍ୟା କରି ପୋଡ଼ା ଯାଇଥିବା ସନ୍ଦେହ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କଲା ।