ପୁରୀ ସମୁଦ୍ର ସ୍ନାନ ସମୟରେ ଅଘଟଣ, ବ୍ଲୁଫ୍ଲାଗ ବିଚରେ ଘଟିଛି ଘଟଣା

ପୁରୀ ସମୁଦ୍ର ସ୍ନାନ ସମୟରେ ଅଘଟଣ, ବ୍ଲୁଫ୍ଲାଗ ବିଚରେ ଘଟିଛି ଘଟଣା

ପୁରୀ : ପୁରୀ ସମୁଦ୍ର ସ୍ନାନ ସମୟରେ ଅଘଟଣ, ବ୍ଲୁଫ୍ଲାଗ ବିଚରେ ଘଟିଛି ଘଟଣା, ପରିବାର ସହ ସମୁଦ୍ର ସ୍ନାନ ସମୟରେ ଜଣେ ଯୁବକ ନିଖୋଜ, ନିଖୋଜ ଯୁବକ ହେଉଛନ୍ତି ଝାଡଖଣ୍ଡର ତାନିସ୍କ ବିନୟ ରାୟ, ବୟସ ୧୬ ବର୍ଷ , ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ, ଆଜି ପୂର୍ବାହ୍ନ ୧୧ସମୟରେ ବ୍ଲୁଫ୍ଲାଗ ବିଚ୍ ରେ ପରିବାର ସହ ଗାଧୋଉ ଥିବା ବେଳେ ନିଖୋଜ ହୋଇଯାଇଥିଲେ, ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜିବା କାର୍ଯ୍ୟ ଚାଲିଛି, ସେପଟେ ବ୍ଲୁଫ୍ଲାଗ ବିଚରେ ଥିବା ସିସିଟିଭି ଯାଞ୍ଚ କରାଯାଉଛି ।