ଚୀନକୁ ଝଟକା, ପବ୍-ଜି ଓ ଆଉ ୧୧୮ ଚାଇନା ଆପକୁ ବ୍ୟାନ କଲେ ଭାରତ ସରକାର

ଚୀନକୁ ଝଟକା, ପବ୍-ଜି ଓ ଆଉ ୧୧୮ ଚାଇନା ଆପକୁ ବ୍ୟାନ କଲେ ଭାରତ ସରକାର

ଚୀନକୁ ଝଟକା । ଚୀନ ସହ ସୀମା ବିବାଦ ପରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତ ସରକାର । ଗେମିଂ ଆପ୍ ପବଜି ଉପରେ କଟକଣା ଲାଗୁ କରାଯାଇଛି । ପବଜି ସମେତ ଆଉ ୧୧୮ ଚାଇନା ଆପକୁ ବ୍ୟାନ କରିଛନ୍ତି ଭାରତ ସରକାର । କେନ୍ଦ୍ର ଆଇଟି ମନ୍ତ୍ରାଳୟ ଦ୍ୱାରା ଏହି କଟକଣା ଲାଗୁ କରାଯାଇଛି । ଏଯାଏଁ ସମୁଦାୟ ୨୨୪ଟି ଚୀନ ଆପ ଉପରେ କଟକଣା ଲାଗିଛି । ସେହିପରି ପୂର୍ବରୁ ୧୦୬ ଟି ଚୀନ ଆପ ଉପରେ କଟକଣା ଲାଗୁ କରିଥିଲେ କାରତ ସରକାର ।