ସରକାରୀ ଓ ଘରୋଇ ସଂସ୍ଥାକୁ ପରିବହନ କମିସନରଙ୍କ କଡ଼ା ନିର୍ଦେଶ

ସରକାରୀ ଓ ଘରୋଇ ସଂସ୍ଥାକୁ ପରିବହନ କମିସନରଙ୍କ କଡ଼ା ନିର୍ଦେଶ

ଭୁବନେଶ୍ୱର: ସରକାରୀ ଓ ଘରୋଇ ସଂସ୍ଥାକୁ ପରିବହନ କମିସନରଙ୍କ କଡ଼ା ନିର୍ଦେଶ । ଘରୋଇ ଅଣପରିବହନ ଗାଡ଼ିକୁ ଭଡ଼ାରେ ନ ନେବାକୁ ନିର୍ଦେଶ । କେବଳ ହଳଦିଆ ନମ୍ବର ପ୍ଲେଟ୍‌ ଥିବା ଗାଡ଼ିକୁ ଭଡ଼ାରେ ନେବାକୁ ନିର୍ଦେଶ । ଧଳା ନମ୍ବର ପ୍ଲେଟ୍‌ ଗାଡ଼ି ଭଡ଼ାରେ ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ ।