ଇନୋଭା କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ରେ ଦୁଇ ବାଇକ ଆରୋହୀ ଙ୍କ ମୃତ୍ୟୁ ଘଟିଛି

ଇନୋଭା କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ରେ ଦୁଇ ବାଇକ ଆରୋହୀ ଙ୍କ ମୃତ୍ୟୁ ଘଟିଛି

ମୋହନା : ଗତକାଲି ସଂନ୍ଧ୍ୟା ମୋହନା ଥାନା ଅନ୍ତର୍ଗତ କପୁରୀପଟା ଗାଁ ନିକଟରେ ଇନୋଭା କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ରେ ଦୁଇ ବାଇକ ଆରୋହୀ ଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ସ୍ଥଳରୁ ଇନୋଭା ଗାଡି ଚାଳକ ଫେରାର ହୋଇଯାଇଥିବା ବେଳେ, ମୃତକ ଙ୍କ ପରିବାର କୁ କ୍ଷତିପୂରଣ ଦାବିରେ ରାଜ ରାସ୍ତା ଅବରୋଧ କରିଛନ୍ତି ଚାନ୍ଦିପୁଟ ଗ୍ରାମବାସୀ । ପାରଳାଖେମୁଣ୍ଡି ମୋହନା ରାସ୍ତାରେ ଗମନାଗମନ ଠପ । ରାସ୍ତା ଦୁଇ ପାର୍ଶ୍ଵରେ ଅଟକି ରହିଛି ଅନେକ ଗାଡି ।