ବାଜିଲା IPL ବିଗୁଲ: ଧୋନୀ ଜିତିଲେ ଟସ୍, ବୋଲିଂ କରିବ ଚେନ୍ନାଇ

ବାଜିଲା IPL ବିଗୁଲ: ଧୋନୀ ଜିତିଲେ ଟସ୍, ବୋଲିଂ କରିବ ଚେନ୍ନାଇ

ଆବୁଧାବି: ଆଉ ବାଜିଲା ଆଇପିଏଲର ୧୩ଶ ସଂସ୍କରଣ ବିଗୁଲ। ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ମୁମ୍ବାଇ ଇଣ୍ଡିଆନ୍ସକୁ ଆଇପିଏଲର ପ୍ରଥମ ମ୍ୟାଚ୍‌ରେ ବ୍ୟାଟିଂ ପାଇଁ ଧୋନୀ ଆମନ୍ତ୍ରଣ କରିଛନ୍ତି।

ଚେନ୍ନାଇ ସୁପର କିଙ୍ଗ୍ସ

ମୁରଲୀ ବିଜୟ, ସେନ ଓ୍ଵାଟସନ, ଫାଫ ଡୁପ୍ଲେସିସ୍, ଅମ୍ବତି ରାୟୁଡୁ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନୀ(ଅଧିନାୟକ), ରବିନ୍ଦ୍ର ଜାଡେଜା, ସାମ କରନ, ଦୀପକ ଚହର, ପିୟୁଷ ଚାଓ୍ଵଲା, ଲୁଙ୍ଗି ଏନଗିଡି।

ମୁମ୍ବାଇ ଇଣ୍ଡିଆନ୍ସ

ରୋହିତ ଶର୍ମା(ଅଧିନାୟକ), କ୍ଵିଣ୍ଟନ ଡି କକ(ଓ୍ଵିକେଟ୍ ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ସୌରଭ ତିଓ୍ଵାରୀ, କୃଣାଲ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, ଜେମ୍ସ ପାଟିନସନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଡ, ଯଶପ୍ରୀତ ବୁମରା।