ଯାଜପୁର ନାବାଳିକା ଦୁଷ୍କର୍ମ ଘଟଣା

ଯାଜପୁର ନାବାଳିକା ଦୁଷ୍କର୍ମ ଘଟଣା

ଯାଜପୁର:2017 ମସିହା ମାର୍ଚ୍ଚ 31 ତାରିଖ ମଙ୍ଗଳପୁର ଥାନା ଇଜାପୁର ନାବାଳିକା ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ଅଶୋକ ଜେନା ଙ୍କୁ 10 ବର୍ଷ ର ସଶ୍ରମ କାରାଦଣ୍ଡାଦେଶ । ଦଣ୍ଡ ଶୁଣାଇଲେ ଯାଜପୁର ଅତିରିକ୍ତ ପୋକସୋ ଜିଲା ଦୌରା ଅଦାଲତ।