କଟକ ଜଗତପୁର ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

କଟକ ଜଗତପୁର ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

କଟକ: ଜଗତପୁର ଅଞ୍ଚଳ ର ପଦ୍ମପୁର,ମହାଜନପୁର,ତ୍ରିଲୋଚନପୁ ରେ କମିସିନରରେଟ ପୋଲିସ ର ଚଢ଼ାଉ। ଲକ୍ଷାଧିକ ଟଙ୍କାର ବାଣ ଜବତ ୩ ଅଟକ।ଘଟଣା ସ୍ଥଳରେ Acp, ଜଗତପୁର iic ଙ୍କ ସମେତ ବହୁତ ଅଧିକାରୀ ଉପସ୍ଥିତ